ପ୍ରେମ କାହାଣୀର ନାୟିକା
ପ୍ରେମ କାହାଣୀର ନାୟିକା
*******************
ମୋ ପ୍ରେମ କାହାଣୀରେ
ନାୟିକା ସାଜିଛୁ ତୁହି ଗୋରୀ
ସ୍ବପ୍ନର ରାଜ୍ୟରେ ମୋର
ସାଜିଛୁ ସରଗର ସୁନ୍ଦରୀ ପରୀ,
ଛପି ଛପି ଆସି ସ୍ବପ୍ନରେ
ଦେଇ ଯାଉ ମିଠା ମିଠା ପ୍ରୀତି
ମନଟି ମୋର ହଜିଯାଏ
ତୋହରି କଥା ଭାବି ଭାବି ନିତି....
______________
ବିଜୟ ମିଶ୍ର,
ଆଇନଜୀବୀ,
ବ୍ରହ୍ମପୁର, (ଓଡ଼ିଶା)
Comments
Post a Comment